Browsing Category

ରାଜ୍ୟ

୭୧ ସେବାୟତ ନେଲେ କୋଭିଡ୍ ଟୀକା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଶିବିରକୁ ଆନୁଷ୍ଠାନିକ ଭାବେ ପୁରୀ ଜିଲ୍ଲାପାଳ ସାର୍ଥକ ବର୍ମା ଉଦଘାଟନ କରିଥିଲେ । ଏହି ଉଦ୍ଘାଟନୀ ସମାରୋହରେ ସି.ଡି. ଏମ.ଓ / ପି.ଏଚ.ଓ, ଡକ୍ଟର. ସୁଜାତା ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ…

ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆସନ୍ତା କାଲି ଶୁଭ ଖୁଂଟି ସ୍ଥାପନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତା କାଲି ମଧ୍ୟ ରାତ୍ରରେ ଏଥିପାଇଁ ବୁଢ଼ୀ ଠାକୁରାଣୀଙ୍କ ନିକଟରେ ଶୁଭ ଖୁଂଟି ପୂଜା କରାଯାଇ ଏହାକୁ ଏକ ବିରାଟ ପଟୁଆରରେ ଆଣି ଦେଶି…

ମାଣପୁର ପାନୀୟ ଜଳ ପ୍ରକଳ୍ପ ୪ ବର୍ଷ ହେବ ଅଚଳ : ପାଣି ପାଇଁ ଲୋକମାନେ ହନ୍ତସନ୍ତ

କଟକ ସଦର : ନିଶ୍ଚିନ୍ତକୋଇଲି ବ୍ଲକ କିଶନନଗର ତହସିଲ ଅନ୍ତର୍ଗତ ମାଣପୁର ପଞ୍ଚାୟତରେ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ‌ହେବ ଅଚଳ ହୋଇ ପଡ଼ିଥିବାରୁ ଉକ୍ତ ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଫଳରେ ଘରେ ଘରେ ପାନୀୟ ଜଳ ମିଳିବାର ସରକାରୀ ଯୋଜନା ଏକ ପ୍ରକାର…

ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କଲେ ଏନଏସଜି ଟିମ୍

ପୁରୀ: ଜାତୀୟ ସୁରକ୍ଷା ପରିଷଦ (ଏନଏସଜି) ଟିମ୍ ଗତକାଲି ସଂନ୍ଧ୍ୟାରେ ଓ ଆଜି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଛନ୍ତି । ଏକ ତିନି ଜଣିଆ କମିଟି ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହା ସହ…

୨୨ ରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ: ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୨୨ ତାରିଖ ଦିନ ୧୨ଟାରୁ ୧ ଟା ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର…

କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମ୍କୋର୍ଟଙ୍କ ଜବାବ ତଲବ : ଆଧାର ଲିଙ୍କ୍ ନହେବାରୁ ୩ କୋଟି ରାସନ କାର୍ଡ ରଦ୍ଦ

ନୂଆଦିଲ୍ଲୀ: ଆଧାର କାର୍ଡ ସହିତ ଲିଙ୍କ୍ ନହେବା କାରଣରୁ କେନ୍ଦ୍ର ସରକାର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିବା ଘଟଣାକୁ ସୁପ୍ରିମକୋର୍ଟ ଆଜି "ଅତ୍ୟନ୍ତ ଗମ୍ଭୀର' ବୋଲି କହିଛନ୍ତି । ଏଥିସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା…

ସାମ୍ବାଦିକଙ୍କ ଟିକାକରଣ ପାଇଁ ଏସଏସଙ୍କ ଚିଠି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଯୋଦ୍ଧାଙ୍କୁ ଫେବ୍ରୁଆରୀ ମାସରେ ଟିକା ଦିଆଯାଇଛି । ତେବେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଆଉ କିଛି ଶ୍ରେଣୀ…

ବ୍ରହ୍ମପୁର ଟାଟା ପାୱାର ଅଫିସ୍ ସିଲ୍

ବ୍ରହ୍ମପୁର: ବିଦ୍ୟୁତ୍ ବିପଣନ କମ୍ପାନୀ ଟାଟା ପାୱାର ଅଫିସରେ ପଡ଼ିଲା ତାଲା । କାର୍ଯ୍ୟାଳୟକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ଜଣାଯାଇଛି । ତେବେ ପ୍ରଶାସନିକ କିମ୍ବା କୌଣସି ବେଆଇନ୍ କାର୍ଯ୍ୟ ନୁହେଁ, କୋଭିଡ୍ ପାଇଁ ଏପରି ଘଟଣା ଘଟିଛି । ବ୍ରହ୍ମପୁର ଟାଟା ପାୱାର…

୧୬ ରାଜ୍ୟର ୭୦ ଜିଲ୍ଲାରେ ୧୫୦% ନୂତନ ସଂକ୍ରମଣ

-ପଞ୍ଜାବରେ ସ୍ଥିତି ଚିନ୍ତାଜନକ, ପଜିଟିଭ୍ ହାର ୬.୮ ପ୍ରତିଶତ -ନୂଆ ମାମଲା ବୃଦ୍ଧି ପରେ ମଧ୍ୟ ମୃତ୍ୟୁ ହାର ୨ ପ୍ରତିଶତରୁ କମ୍ -ମୋଟ ସକ୍ରିୟ ସଂକ୍ରମଣର ୬୦ ପ୍ରତିଶତ ମହାରାଷ୍ଟ୍ରରେ ନୂଆଦିଲ୍ଲୀ: ଦେଶରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । କେନ୍ଦ୍ର…

ଚିନ୍ତାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ: ନଷ୍ଟ ହେଲାଣି ୪୯ଲକ୍ଷ କୋଭିଡ୍ ଟିକା

-ମୋଦୀଙ୍କ ୫ ମନ୍ତ୍ର ୧. ଟିକାକରଣ ଜାରି ରହିବା ସହ ଗାଇଡ୍ଲାଇନ୍ ମଧ୍ୟ ପାଳନ କରାଯିବ । ୨. ଆରଟିପିସିଆର୍ ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ । ୩. କ୍ଷୁଦ୍ର କଣ୍ଟେନମେଣ୍ଟ୍ ଜୋନ୍ ପ୍ରସ୍ତୁତ କରିବାକୁ ଧ୍ୟାନ ଦିଆଯିବ । ୪. ଭ୍ୟାକ୍ସିନ୍ ଦିଆଯାଉଥିବା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ହେବ ।…