Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସ୍କାରେ ଶୁଭାରମ୍ଭ ହେଲା ସପ୍ତାହବ୍ୟାପୀ କୃଷିରଥ
ଗଞାମ: ଆଜି ଆସିକା ବ୍ଳକ କୃଷି ବିଭାଗ ପକ୍ଷରୁ ଆୟୋଜିତ ହୋଇ ଯାଇଛି କୃଷି ରଥ କାର୍ଯ୍ୟକ୍ରମ।ଉକ୍ତ କାର୍ଯ୍ୟକ୍ରମ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଦ୍ବାର ଉଦଘାଟିତ ହୋଇଥିବା ବେଳେ ବହୁ ଚାଷି ଓ କୃଷିପ୍ରେମୀ ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ରୂପେ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା…
ମୋୖଳିକ ସୁବିଧାରୁ ବଞ୍ଚିତ ଅନିବିରିଡା ଗ୍ରାମବାସୀ
ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡାବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଅନିବିରିଡ଼ା ଗ୍ରାମବାସି ଏବେ ବି ସରକାରୀ ସୁବିଧାରୁ ବଞ୍ଚିତ । ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଏହି ଅନିବିରିଡ଼ା ଗାଁଟିରେ ଓଡିଶାର ୩୧ ଗୋଟି ଆଦିବାସୀ ପରିବାର ରହୁଥିବା ବେଳେ ନବେ ପ୍ରତିଶତ…
ଏମ୍ଏସ୍ଏମ୍ଇ ବାଣିଜ୍ୟମେଳା ଆଜିଠୁ
- ପ୍ରଦର୍ଶନୀ ପଡିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏମ୍ଏସ୍ଏମ୍ଇ ବାଣିଜ୍ୟମେଳା-୨୦୨୧ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମେଳାର ଉଦ୍ଘାଟନ କରିବେ ବୋଲି ରାଜ୍ୟ ଶିଳ୍ପ ଓ ଏମଏସଏମଇ…
ସବୁ ନିର୍ବାଚନମଣ୍ଡଳୀରେ ବିଜୁ ଜୟନ୍ତୀ ଆଜି ପାଳିବ ବିଜେଡି
- କଟକରୁ ଭୁବନେଶ୍ୱର ସାଇକେଲ ରାଲି
- ଏପ୍ରିଲ ୧୭ ଯାଏଁ ଚାଲିବ ରକ୍ତଦାନ ଶିବିର
ଭୁବନେଶ୍ୱର, ୦5 ମାର୍ଚ୍ଚ - ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ ।…
୨୦୨୦-୨୧ ବର୍ଷ ପାଇଁ ଉପଭୋକ୍ତାଙ୍କୁ ୮.୫୦ ପ୍ରତିଶତ ସୁଧ ପ୍ରଦାନ ଲାଗି ସୁପାରିସ କଲା କେନ୍ଦ୍ରୀୟ ବୋର୍ଡ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ), କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୨୮ତମ ବୈଠକ ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରମ ଓ ନିୟୋଜନ ସଚିବ…
ଦଶ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ
ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ ଆଜି ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂ ସୂଚକାଙ୍କ (ଇଓଏଲଆଇ)ର ଚୂଡ଼ାନ୍ତ ରାଙ୍କିଙ୍ଗ ଘୋଷଣା କରିଛନ୍ତି । ଏଥିସହିତ ମନ୍ତ୍ରୀ ଶ୍ରୀ ପୁରୀ ନଗରପାଳିକା ସୂଚକାଙ୍କ (ଏମପିଆଇ)…
ବିଜୁବାବୁଙ୍କ ସ୍ମୃତିରେ…
ଭୁବନେଶ୍ୱର: ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ ତୁଳସୀପୁରସ୍ଥିତ ଆନନ୍ଦଭବନରେ ଜନ୍ମ ନେଇଥିଲେ ପ୍ରବାଦ ପୁରୁଷ ତଥା ମହାନ୍ ଜନନାୟକ ବିଜୁ ପଟ୍ଟନାୟକ । ତୁଳସୀ ଦୁଇପତ୍ରରୁ ବାସିଲା ଭଳି କୁଆଁ କୁଆଁ ରାବରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ତାଙ୍କ ପ୍ରତିଭା । ସେ ଦିନେ ଯେ ସମଗ୍ର ବିଶ୍ୱରେ ଏକ…
ରାଜ୍ୟରେ ପୌର ନିର୍ବାଚନ ଖୁବ୍ ଶୀଘ୍ର
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୌର ନିର୍ବାଚନ ହେବେ । ଏ ନେଇ ପ୍ରକ୍ରିୟା ଚାଲିଛି । ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି । ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଅପରପକ୍ଷରେ…
ପୁଣି ବଢିଲା ବସ୍ ଭଡା
- ଅର୍ଡିନାରୀ , ଏକ୍ସପ୍ରେସ୍ ବସ୍୫ ପଇସା ଓ ଡିଲକ୍ସ ,ଏସି ଡିଲକ୍ସ୍ ବସ୍ ୧୦ ପଇସା ବୃଦ୍ଧି
ଭୁବନେଶ୍ୱର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବସ ଭଡ଼ା ବଢ଼ିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୫ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ୍ ବସ୍ ଭଡା କିଲୋମିଟର ପିଛା…
ଲ୍ୟାଣ୍ଡମାଇନ ବିସ୍ଫୋରଣ ଜଣେ ଯବାନ ସହିଦ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲା ପାହୁର ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଶେଖ ପଲ୍ଳଭ ସୂଚନା ଦେଇଛନ୍ତି । ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ…