Browsing Category

ରାଜ୍ୟ

କୌଣସି ନୂଆ ବ୍ୟବସ୍ଥା କଂଟେଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କରାଯାଇ ନାହିଁ

ନୂଆଦିଲ୍ଲୀ:  ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ଓଓଓର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି । କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କଂଟେଟ  ଉପରେ…

ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଇଣ୍ଡିଆ ଖେଳନା ମେଳା ୨୦୨୧ ହେଉଛି ଏକ ପ୍ରମୁଖ ପଦକ୍ଷେପ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଖେଳନା ମେଳା ୨୦୨୧ ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ବୟନ…

ଆନ୍ଧ୍ରକୁ ବାଲି ଚାଲାଣ ଧରାପଡିଲା: ୧୯ ବାଲି ବୋଝେଇ ଟ୍ରକ୍ ଜବତ

ଗଞ୍ଜାମ:  ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ଚୋରାରେ ବାଲିଚାଲାଣ ବେଳେ ଆଜି ୧୯ ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛି ପୋଲିସ । ତନ୍ମଧ୍ୟରେ ଛତ୍ରପୁର ପୋଲିସ ୭ଟି ଟ୍ରକ୍‌, ଚମାଖଣ୍ଡି ପୋଲିସ ୬ଟି ଟ୍ରକ୍ ଓ ଗଞ୍ଜାମ ପୋଲିସ ୬ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛି । ଯାହାକି…

ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ – ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଦିଆଯିବ ଟିକା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବ । ଭୁବନେଶ୍ୱରର ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଏହି ଟିକାକରଣ ହେବ । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି ବୋଲି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର…

ଆହୁରି ବଢିପାରେ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭ ନହେଉଣୁ ପାରଦ ବଢି ବଢି ଚାଲିଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ । ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ…

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ପାରିତ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ତାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ,…

ଚୌଦ୍ୱାର ଚାରିବାଟିଆ ସ୍ଥିତ ଏଆରସି ପରିସରରେ ପୁଣି ଅଗ୍ନିକାଣ୍ଡ: ନିଆଁଲିଭା କାର୍ଯ୍ୟରେ ୬ ଦମକଳ ନିୟୋଜିତ

କଟକ:  ଚୌଦ୍ୱାର ଚାରିବାଟିଆ ସ୍ଥିତ ଏଆରସି ପରିସରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଏଆରସି ପରିସର ପଡ଼ିଆରେ ଏହି ନିଆଁ ଲାଗିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ  ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରୀ ରଖିଛନ୍ତି । ୬ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।…

ରାଜ୍ୟରେ ଗୋଟିଏ ଦିନରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୩୩୭୧୦୪ ଭୁବନେଶ୍ୱର:  ରାଜ୍ୟରେ ଗୋଟିଏ ଦିନରେ  ୮୬  ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା   ୩୩୭୧୦୪  କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।…

ଭଦ୍ରକରେ ମେଡିକାଲ କଲେଜ ସ୍ଥାପନା ପାଇଁ ଦାବି

ଭୁବନେଶ୍ୱର:  ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା କରିବାକୁ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ବିଧାନସଭାରେ ଦାବି କରିଛନ୍ତି ।  ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଭଦ୍ରକର ପଡୋଶୀ ଜିଲ୍ଲା ମାନଙ୍କରେ ମେଡିକାଲ କଲେଜ ସ୍ଥାପନା ପାଇଁ ନିଷ୍ପତି ଗ୍ରହଣ କରା…

ସମଗ୍ର ବିଶ୍ୱରେ କରୋନାରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ ସଂକ୍ରମିତ

ନୂଆଦିଲ୍ଲୀ:  ସମଗ୍ର ବିଶ୍ୱରେ କରୋନାରେ  ଆଜି ପର୍ଯ୍ୟନ୍ତ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୨୭ ହଜାର ୯୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୮ କୋଟି ୯୫ ଲକ୍ଷ ୧୯ ହଜାର ୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧୨ ହଜାର…