Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧାନସଭା ପୂର୍ବରୁ ବାଚସ୍ପତି ଆଗାମୀ ୧୭ରେ ଡାକିଲେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ବିଧାନସଭାର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ଗୃହର ପରିଚାଳନାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଗାମୀ ଫେବୃଆରୀ ୧୭ ତାରିଖରେ ଏହି ସର୍ବଦଳୀୟ ବୈଠକ ବସିବ ।
ଉଲ୍ଲେଖନୀୟ ଯେ ବିଧାନସଭାରେ ଫେବୃୟାରୀ ୧୮ରୁ…
ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଟକ
ଭୁବନେଶ୍ୱର: ଭୁବନେଶ୍ୱରରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି । ଏହି ମାମଲାରେ କଟାମୁଣ୍ଡ କଣ ହେଲା ସେ ନେଇ ପଚାରା ଉଚୁରା କରା ଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ଉଲ୍ଲେଖନୀୟ ଯେ ଗତ କିଛି ଦିନ ତଳେ…
ପେପରଲେସ୍ ହେଲା ଆରଟିଓ: ୯ ଅନ୍ଲାଇନ୍ ସେବାର ଶୁଭାରମ୍ଭ, ମୋବାଇଲରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ
-ଯେକୌଣସି ଆରଟିଓରୁ କରିହେବ ରେଜିଷ୍ଟ୍ରେସନ୍
-ମାଲିକାନା ପରିବର୍ତ୍ତନ ସହ ଅନ୍ୟାନ୍ୟ ନବୀକରଣ
ଭୁବନେଶ୍ୱର: ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଅନ୍ଲାଇନ୍ ରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ…
୩ଦିନ ବଢ଼ିଲା ଟିକାକରଣ ଅବଧି
ଭୁବନେଶ୍ୱର: ରାଜ୍ୟରେ ଯେତିକି ସ୍ୱାସ୍ଥ୍ୟକର୍ମୀ ଟିକାନେବା ପାଇଁ ପଞ୍ଜିକୃତ ହୋଇଛନ୍ତି ତହିଁରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ତଥାପି ଆହୁରି ୬୯,୩୧୪ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ରହିଛନ୍ତି । ଆସନ୍ତାକାଲି ମଧ୍ୟ ଟିକାକରଣ ହେଉଥିବା ବେଳେ ଗୋଟିଏ ଦିନରେ ଏତେ…
ସମୟ ଗଡୁଛି: ଆଶଙ୍କା ବଢୁଛି
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାକୁ ୭୦ଘଣ୍ଟାରୁ ଅଧିକ ସମୟ ବିତିଥିଲେ ହେଁ ଟନେଲରେ ଫସିରହିଥିବା ଲୋକଙ୍କୁ ଏଯାଏ ଉଦ୍ଧାର କରାଯାଇପାରିନି । ତେଣୁ ଧୀରେ ଧୀରେ ଆଶଙ୍କା ବଢ଼ିବା ସହିତ ସେନା ଜୋରସୋରରେ ଅପରେସନ୍ ଜାରିରଖିଛି । ହିମସ୍ଖଳନ ଯୋଗୁ ଟନେଲରେ ଫସିରହିଥିବା ୩୫ ଶ୍ରମିକଙ୍କୁ…
କୋହଳ ହେଲା କଟକଣା : ଏଣିକି ସବୁଦିନ ଜଗାଦର୍ଶନ
-୧୨ରୁ ଖୋଲିବ ଆନନ୍ଦ ବଜାର
-ମାସ୍କ ପିନ୍ଧିବା ବାଧ୍ୟତାମୂଳକ
-ପଲିଥିନ୍ ବ୍ୟବହାର କଲେ ଜରିମାନା
-ସପ୍ତାହକୁ ୩ଥର ମନ୍ଦିର ବିଶୋଧନ
-ସକାଳ ୬ଟାରୁ ଖୋଲିବ ଶ୍ରୀମନ୍ଦିର
ପୁରୀ: ଭକ୍ତଙ୍କ ପାଇଁ ବଡ ଖବର । ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର । ଶ୍ରୀଜୀଉଙ୍କ ଦର୍ଶନ ପାଇଁ…
ତେଜିଲା ଡ୍ରାଫ୍ଟ ବାଇ-ଲ’ ବିବାଦ: ପୁରୀ ପରେ ଏକାମ୍ର
ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦମାନେ ଭେଟିବା ପରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ପ୍ରତ୍ୟାହାର ହୋଇଛି । ତେବେ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁ ଏହି ନିୟମକୁ ପ୍ରତ୍ୟାହାର କରାଯାଇନାହିଁ । ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଅନନ୍ତ…
ବ୍ରେକ ଫେଲ ଯୋଗୁଁ ତେଲ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ – ଅଳ୍ପକେ ବର୍ତ୍ତିଲେ ୩ ଜଣ
କୋଲନରା: ନମ୍ବର ଜାତୀୟ ରାଜପଥ କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଘାଟିର ୬ ନମ୍ବର ବୁଲାଣିରେ ଏକ ତେଲ ଟ୍ୟାଙ୍କର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନାଯୋଗ୍ୟ, ଜଟଣୀ ଠାରୁ ୧୯ ହଜାର…
ଗଞ୍ଜେଇ ସହ କାର ଜବତ :୩ ଜଣ ଗିରଫ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ୪୦ କିଲୋ ୭୦୦ ଗ୍ରାମ ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାରନଂ. OD-୦୨R-୯୩୯୭ କୁ ଜବତ କରି ତିନି ଜଣକୁ ଗିରଫ ସହ କୋର୍ଟ ଚାଲାଣ କରିଛି । ଗିରଫ ମାଫିଆଙ୍କ ମଧ୍ୟରୁ କଟକ …
ଆସାମର ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ କମିଟିର ଅର୍ଥନୀତିକ ବ୍ୟାପାର ବିଭାଗ ସାର ବିଭାଗକୁ ୧୦୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଆସାମର ନାମରୂପରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର୍ସ କର୍ପୋରେସନ ଲିମିଟେଡକୁ ୟୁରିଆ…