Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଏସଏଫ ଡିଜିଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ : ଗରିବଙ୍କୁ କମ୍ବଳ ଓ ଲୁଗା ବାଂଟିଲେ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ କ୍ଷେତ୍ରରେ ବିଏସ.ଏଫ୍ ଯବାନଙ୍କୁ ମିଳିଛି ଗୋଟିଏ ପରେ ଗୋଟିଏ ସଫଳତା । ଗୋଟିଏ ପରେ ଗୋଟିଏ ମାଓ ଅଞ୍ଚଳରେ ଗଢି ଚାଲିଛି ବିଏସଏଫ୍ କ୍ୟାମ୍ପ। ସ୍ୱାଭିମାନ ଅଂଚଳରେ ଚାଲିଥିବା ମାଓ ଦମନରେ ଏକ ପ୍ରମୁଖ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୫,୨୨୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୫,୨୨୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୧୦,୮୮୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଭୂଟାନ କହିଲା- ବିଶ୍ୱସ୍ତ ବନ୍ଧୁଙ୍କଠୁ ଉପହାର ଭାରତୀୟ କୋବିଡ ଟୀକା
ନୂଆଦିଲ୍ଲୀ: ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ ଟିକାକୁ ଗ୍ରହଣ କରିବା ପରେ ଭୁଟାନ ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି ।ଉଲ୍ଲେଖନୀୟ ଯେ ଭାରତ ବୁଧବାର ଭାରତୀୟ ବାୟୁସେନାର ବିମାନ ଏଏନ୍୩୨ ମାଧ୍ୟମରେ ମୁମ୍ବାଇସ୍ଥିତ…
ଆଜି ସମ୍ବଲପୁର ଆରଡିସି ଅଫିସ ଘେରିବ ବିଜେପି
-ସାମିଲ ହେବେ ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସମ୍ବଲପୁର ଆରଡିସି ଅଫିସ ଘେରାଓ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ସମ୍ବଲପୁର ଆରଡିସି ଅଫିସ ଠାରେ ପଶ୍ଚିମ…
କର୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କଲେ ଆଲୋଚନା
ଭୁୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗୁରୁବାର ଦିନ ବେଙ୍ଗାଲୁରୁ ଠାରେ କର୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ୟେଦିୟୁରପ୍ପାଙ୍କ ସହ ଏହି ସୌଜନ୍ୟତାମୂଳକ…
କେନ୍ଦ୍ରର କୃଷି ଆଇନ ସ୍ଥଗିତ ପ୍ରସ୍ତାବକୁ କୃଷକ ସଙ୍ଗଠନର ଅଗ୍ରାହ୍ୟ
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ତେବେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ଆଜି ସୁପ୍ରିମ୍କୋର୍ଟ ଗଠନ କରିଥିବା କମିଟିର ସଦସ୍ୟମାନେ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ…
କୋଭିଡ ଲଢ଼େଇରେ ଭାରତର ଉଲ୍ଲେଖନୀୟ ସଫଳତା; ୬ ମାସ ଏବଂ ୨୪ ଦିନ ପରେ ସକ୍ରିୟ କରୋନା ମାମଲା ୨ ଲକ୍ଷରୁ ହ୍ରାସ
ନୂଆଦିଲ୍ଲୀ: ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ମୋଟ କରୋନା ସକ୍ର୍ରିୟ ମାମଲା ୨ ଲକ୍ଷ ତଳକୁ ଅର୍ଥାତ ୧,୯୭,୨୦୧କୁ ଖସି ଆସିଛି । ଏହା ମୋଟ କରୋନା ମାମଲାର ମାତ୍ର ୧.୮୬ % । ୨୦୭ ଦିନ ପରେ ଏହା ସର୍ବନିମ୍ନ । ୨୦୨୦ ଜୁନ୍ ୨୭ ରେ ମୋଟ ସକ୍ରିୟ ମାମଲା ଥିଲା ୧,୯୭,୩୮୭ ।
ବିଗତ ୨୪…
ସୌରଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସୌରଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହେବାର ସୂଚନା ଦିଆଯାଇଛି ।
କାର୍ଯ୍ୟର ମୁଖ୍ୟ କ୍ଷେତ୍ର ହେଉଛି…
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଉତ୍ତରପ୍ରଦେଶକୁ ଦିଆଗଲା ୬ ଲକ୍ଷ ହିତାଧୀକାରୀଙ୍କ ପାଇଁ ଆର୍ଥିକ ସହାୟତା
ନୂଆଦିଲ୍ଲୀ: ତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଲକ୍ଷ ହିତାଧୀକାରୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅର୍ଥ ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ହିତାଧୀକାରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି । ଏହି…
କରୋନା: ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ୮୧ ହଜାରକୁ ବୃଦ୍ଧି, ୯.୭୨ କୋଟି ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନା କାରଣରୁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୭୨ ଲକ୍ଷ ୬୮ ହଜାର ୭୮୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୮୧ ହଜାର ୨୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୬ କୋଟି ୯୮ ଲକ୍ଷ ୨୭ ହଜାର ୪୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୬୦ ହଜାର…