Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାମରେ ଅଭିଯୋଗର ତଦନ୍ତ ଆରମ୍ଭ
ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସେଠିଙ୍କ ନାମରେ ବିଦ୍ୟାଳୟର ୬ ଜଣ ଶିକ୍ଷୟତ୍ରୀ, ମହିଳା କିରାଣୀ, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀ ମାନଙ୍କୁ ଅଶ୍ଳିଳ ଅଭଦ୍ର ଭାଷାରେ ଗାଳି କରିବା, ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଅ।ଣି…
ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଫାଇଭ ଟି ସଚିବ
ଭୂବନେଶ୍ୱର: ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ରବିବାର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସଣ୍ଡେ କ୍ଲାସ ପୂର୍ବରୁ ସେ ସ୍କୁଲ ଗୁଡିକର ଭିତ୍ତିଭୂମିର ତଦାରଖ କରିବା ସହ ମୋ ସ୍କୁଲ କାର୍ଯ୍ୟକ୍ରମ କିପରି ଚାଲିଛି ଓ ଏହାକି କିପରି ଭଲ କରାଯାଇ ପାରେ ସେ ନେଇ ଆଲୋଚନା…
ଆସନ୍ତା ୨୧ରୁ ବିନା କୋଭିଡ଼୍ ରିପୋର୍ଟରେ ଜଗନ୍ନାଥ ଦର୍ଶନ : ଭକ୍ତଙ୍କ ସ୍କ୍ରିନିଂ କରାଯିବ, ମାସ୍କ ଓ ସାନିଟାଇଜର୍…
ପୁରୀ: ଆସନ୍ତା ୨୧ ତାରିଖ ଠାରୁ ଶ୍ରୀମନ୍ଦିରରେ ବିନା କୋଭିଡ଼୍ ରିପୋର୍ଟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । ଭକ୍ତ ମାନେ ନିର୍ବିଘ୍ନରେ, ବିନା କୋଭିଡ଼୍ ନେଗେଟିଭ୍ ରିପୋର୍ଟରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ସହ ଶ୍ରୀଜିଉ ମାନଙ୍କ ଦର୍ଶନ କରିପାରିବେ ବୋଲି ପୁରୀ…
ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ : କୃଷ୍ଣପ୍ରସାଦ ଥାନା ଏଏସଆଇ ଗିରଫ : ପୁରୀ ସଦର ଥାନା…
ପୁରୀ: ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କନୱର ବିଶାଲ ସିଂହ । ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଏବଂ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା କାରଣରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ…
ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୫ ଗିରଫ
ଭୁବନେଶ୍ୱର: ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୯ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୫,୪୬,୦୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ପ୍ରଧାନମନ୍ତ୍ରୀ ଆଜି କରିବେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଶର ବିଭିନ୍ନ ଅଂଚଳରୁ ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ
ନୂଆଦିଲ୍ଲୀ: ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟିକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ଟି ଟ୍ରେନର ଶୁଭାରମ୍ଭ କରିବେ । ଦେଶର ବିଭିନ୍ନ ଅଂଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ…
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ବିଶ୍ଵର ସର୍ବବୃହତ କରୋନା ଟୀକାକରଣ ଅଭିଯାନର ଐତିହାସିକ ଶୁଭାରମ୍ଭକୁ ନେଇ ସମସ୍ତ…
ନୂଆଦିଲ୍ଲୀ: ଦେଶ ଆଜି କୋଭିଡ-୧୯ ବିରୁଦ୍ଧରେ ବିଶ୍ଵର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହେବାର ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କରୋନା ଟୀକାକରଣ ଅଭିଯାନ ପାଇଁ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।…
ରାଜସ୍ଥାନରେ ବିଜୁଳି ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ, ୬ ମୃତ
ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ମହେଶପୁରା ଗାଁରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସରେ ବିଦ୍ୟୁତ ତାର ଲାଗିଯାଇଛି । ଫଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି…
ଭାରତ କରୋନା ଯୋଦ୍ଧାମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦେଇ ସେମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି :…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସେହି ନିଃସ୍ୱାର୍ଥପର ମଜବୁତ ଭାବନାର ପ୍ରଶଂସା କରିଥିଲେ, ଯାହା କରୋନା ମହାମାରୀ ବିରୋଧୀ ଲଢ଼େଇ ସମୟରେ ସମ୍ପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସର୍ବଭାରତୀୟ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ…
ଟିକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଭିଡ୍କୁ ନେଇ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥାବାର୍ତ୍ତା ହୋଇ ଏ ସମ୍ପର୍କରେ ପଚାରି ବୁଝିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଫିଡ୍ବ୍ୟାକ୍ ନେବା ସମୟରେ ବ୍ରହ୍ମପୁର…