Browsing Category

ସ୍ପେସିଆଲ

ବଢିଲା ପିଆଜ ଦର

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ଆକଳନ ହ୍ରାସ ପାଉଥିଲେ ମଧ୍ୟ ପନିପରିବା ମୂଲ୍ୟରେ ପରିସ୍ଥିତି ଏପରି ଜାରି ରହିଛି ଯେ ଏହା ସାଧାରଣ ଜନତାଙ୍କୁ ଚକିତ କରୁଛି । ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ଟମାଟୋର ମୂଲ୍ୟ ବୃଦ୍ଧି ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ କିଲୋଗ୍ରାମ ପିଛା ୩୦୦ଟଙ୍କାରେ ମଧ୍ୟ…

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ

ପୁରୀ,୨୦ା୧୦(ଡିକେ ନୁ୍ୟଜ):ଶାରଦୀୟ ଦୁର୍ଗାପୂଜା ପାଇଁଶ୍ରୀକ୍ଷେତ୍ର ହୋଇଉଠିଛିଚଳଚଞ୍ଚଳ । ତି୍ରଦିନାତ୍ମକ ପୂଜାପାଳନ ପାଇଁ ବିଭିନ୍ନ ମଣ୍ଡପରେଗୋସାଣୀମୂର୍ତ୍ତିମାନ ସ୍ଥାନପାଇଛି । ସହରରେ ପର୍ଯ୍ୟଟକବିଶେଷ କରି ବଙ୍ଗୀୟଯାତ୍ରୀଙ୍କଆଗମନ ଆଶାତୀତ ଭାବେ ବୃଦ୍ଧିପାଇଛି । ବିଭିନ୍ନ ହୋଟେଲ,ଲଜିଂ, ମଠ…

୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ):ଆଜିଠୁ ପୁଣି ଚଳାଚଳ କରିବ ଘରୋଇବସ । ଆନେ୍ଦାଳନରୁ ଓହରିବା ନେଇଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତିନିଆଯାଇଛି । ପରିବହନ ମନ୍ତ୍ରୀ ଟୁକୁନିସାହୁଙ୍କ ଘରେ ବସିଥିବା ବୈଠକରେ ରାଜ୍ୟଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କଆଲୋଚନା ହୋଇଥିଲା । କାଲିଠାରୁ…

ଏବେ ବି ଫେରିନି ୧୦ ହଜାର କୋଟିର ଦୁଇ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୦ା୧୦ : ରିଜର୍ଭବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣରଶକ୍ତିକାନ୍ତ ଦାସ ଶୁକ୍ରବାର ଦିନକହିଛନ୍ତି ଯେ ୨୦୦୦ ଟଙ୍କିଆନୋଟ୍ ଫେରିବାରେ ଲାଗିଛି ଏବଂବର୍ତ୍ତମାନ କେବଳ ୧୦୦୦୦କୋଟି ଟଙ୍କା ମୂଲ୍ୟର ନୋଟ୍ଲୋକଙ୍କ ପାଖରେ ଅଛି । ଏହିନୋଟଗୁଡିକ ମଧ୍ୟ ଫେରସ୍ତ କିମ୍ବାଜମା କରାଯିବ ବୋଲି ତାଙ୍କର…

ସୁଦୃଢ଼ ହେବ ଗାଁର ଅର୍ଥନୀତି – ସାମାଜିକ ସମ୍ପର୍କ

ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭକରିଛନ୍ତି । ଏହି ଯୋଜନା ପ୍ରଥମେମାଲକାନଗିରିରେ ଆରମ୍ଭ ହୋଇଥିଲା ।ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ଚଳାଚଳର ସୁବିଧା କରାଯାଇଛି । ସାରାରାଜ୍ୟରେ ୧୦୦୦ରୁ ଅଧିକ ବସ୍ଲିବ । ଏଥିରେ…

ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ବୃଦ୍ଧି କରିବ ଆମେରିକ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋବାଇଡେନଙ୍କ ବଡ଼ ବୟାନ । ଇସ୍ରାଏଲଗସ୍ତ ପରେ ଦେଶବାସୀଙ୍କୁ ସମ୍ବୋଧନକରିଛନ୍ତି ବାଇଡେନ । କହିଛନ୍ତିଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବାଆମେରିକା ଜାତୀୟ ସୁରକ୍ଷା ପାଇଁଗୁରୁତ୍ୱପୂର୍ଣ୍ଣ । ହମାସ ଆତଙ୍କ ଓପୁଟିନଙ୍କ ଆକ୍ରମଣ…

ଟ୍ରିପଲ ମର୍ଡର ଘଟଣା: ୨୭ ବର୍ଷ ପରେ ରାୟ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀ ଭୁବନେଶ୍ୱରରବରମୁଣ୍ଡା ଅଂଚଳର ବହୁଚର୍ଚ୍ଚିତଟ୍ରିପଲ ମର୍ଡର ଘଟଣାର ରାୟ୨୭ ବର୍ଷ ପରେ ପ୍ରକାଶପାଇଛି । ଭୁବନେଶ୍ୱର ଏଡିଜେ-୨ ଶୁକ୍ରବାର ଦିନ ଏହିମାମଲାର ବିଚାର କରି ୩ ଜଣହତ୍ୟାକାରୀଙ୍କୁ ଆଜୀବନକାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।କୋର୍ଟ ଅଭିଯୁକ୍ତ ରୁଦ୍ର,…

ଅବ୍ୟବସ୍ଥାରେ ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦର

ଝାରସୁଗୁଡ଼ା,୨୦ା୪ ଝାରସୁଗୁଡାବୀର ସୁରେନ୍ଦ୍ରସାଏ ବିମାନ ବନ୍ଦରରପରିବେଶ ସୌନ୍ଦର୍ଯ୍ୟ ନଷ୍ଟ ହେବା ରେଲାଗିଛି । ରାଜପଥରୁ ବିମାନ ବନ୍ଦରପ୍ରବେଶ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଦିନ ଧରି ଜଙ୍ଗଲ ସଫା ନ ହେବାରୁବିଷଧର ସାପମାନେ ରାସ୍ତାରେଚଳପ୍ରଚଳ ହେଉଛନ୍ତି । ସନ୍ଧ୍ୟାରେରାସ୍ତାରେ ଚଳପ୍ରଚଳ…

ବିଲ୍ୱବରଣ ପରେ ମା’ଙ୍କୁ ଆବାହନ

ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ): ମହାମାୟା ମା’ ଦୁର୍ଗାଙ୍କଧରାବତରଣ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି ।ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି । ବେଲଗଛ ମୂଳେଷଷ୍ଠୀ ପୂଜା କରାଯିବା ପରେ…

ନୂଆ ନିଦେ୍ର୍ଦଶନାମା ଜାରି କଲେ ବିଏମ୍ସି କମିସନର

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ୨୦ ହଜାର । ହେଲେ ମାତ୍ର ୬୦ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂଟ୍ୟାକ୍ସ । ଅର୍ଥାତ ଅଧା ଘରୁ ଟିକସଆସୁନାହିଁ । ଫଳରେ ବାର୍ଷିକ ବିଏମସିପ୍ରାୟ ୨୦ କୋଟିର ରାଜସ୍ୱହରାଉଛି । ତା'ଛଡ଼ା ଏହି ହୋଲ୍ଡିଂଟିକସ ଉପରେ ସିଏଜି ମଧ୍ୟ…