ଚରଣଜୀତ୍ ସିଂହ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

202

ଚଣ୍ଡୀଗଡ଼ : ସୋମବାର ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଚମକୌର ସାହିବ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ୫୮ ବର୍ଷୀୟ ଚରଣଜୀତ୍ ସିଂହ ଚନ୍ନୀ ଶପଥ ଗ୍ରହଣ କରିଛନ୍ତି ।ପଞ୍ଜାବର ରାଜ୍ୟପାଳ ବନ୍ୱାରିଲାଲ୍ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଗତକାଲି ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ଦଳ ପକ୍ଷରୁ ଘୋଷଣା କରା ଯାଇଥିଲା ।

Leave A Reply

Your email address will not be published.