ପୂନଃ ନିଯୁକ୍ତି ଦାବୀରେ ପାରାମେଡିକାଲ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପାରାମେଡିକାଲ କର୍ମଚାରୀମାନେ ପୂନଃ ନିଯୁକ୍ତି ଦାବୀରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବୀପତ୍ର ପ୍ରଦାନ କରିଛନ୍ତି । କର୍ମଚାରୀଙ୍କ ଦ୍ୱାରା ପ୍ରଦତ ଦାବୀପତ୍ରରେ ଉଲ୍ଲେଖ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କୋଭିଡ-୧୯ ପାରାମେଡିକାଲ କର୍ମଚାରୀମାନେ ଗତ…