ଦୁର୍ଗମ ପିପିଲାପଦର ଗ୍ରାମରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ପିପିଲାପଦର ଠାରେ ବ୍ଲକ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୋରୁକୋଣ୍ଡା ମେଡିକାଲ ଟିମ ପହଁଚି ସମସ୍ତଙ୍କ…