ଅପରାଜିତା ସର୍ବଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର: ୨୦୨୦ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବେଷ୍ଟ ପାର୍ଲାମେଣ୍ଟାରିଆନ ଏସିଆ ପୋଷ୍ଟ ଓ ଫେମ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସର୍ଭେ ପରେ ଏହି ଘୋଷଣା ହୋଇଛି । ଏହାପରେ ଅପରାଜିତା ଷଡଙ୍ଗୀଙ୍କ ନିକଟକୁ…

ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଲୋକାର୍ପିତ

ସଂଗ୍ରହାଳୟରେ ଲୋକକଳା ଓ ପ୍ରାଚୀନ କିର୍ତ୍ତିରାଜିର ଝଲକ୍ ବୌଦ୍ଧ: ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଭାବରେ ବୌଦ୍ଧ ରାଜତନ୍ତ୍ର ସମୟର ଶହେ ବର୍ଷର କଚେରୀ କୋଠାକୁ ଭିଡିଓ କନଫରେନସିଂ ମାଧ୍ୟମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ସଂଗ୍ରହାଳୟରେ ଐତିହାସିକ…

୮ରୁ ଖୋଲିବ ସ୍କୁଲ୍: ଶନି-ରବିବାର ପାଠପଢ଼ା

ଭୁବନେଶ୍ୱର: ସବୁ ଆଶଙ୍କା ଓ ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଦୀର୍ଘ ୯ମାସ ସ୍କୁଲ ବନ୍ଦ ରହିବା ପରେ ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା…

ପୂର୍ବ ଭାରତର ଏଜୁକେସନ୍ ହବ୍ ଓଡ଼ିଶା: ନବୀନ ପଟନାୟକ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟ ନିଜ ପ୍ରଭାବ ବଜାୟ ରଖିବା ସହ ପୂର୍ବ ଭାରତର ଏଜୁକେସନ୍ ହବ୍ ଭାବେ ଉଭା ହୋଇଛି ବୋଲି ସମ୍ବଲପୁର ଆଇଆଇଏମ୍ ଶିଳାନ୍ୟାସ ଉତ୍ସବ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଆଇଆଇଏମ୍ ୨୦୧୫ରେ ପ୍ରତିଷ୍ଠା ହୋଇ ଇତିମଧ୍ୟରେ ଦେଶରେ ଏକ…

ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ଓଡ଼ିଶାକୁ ଦେବ ନୂଆ ପରିଚୟ

ଆତ୍ମନିର୍ଭର ଭାରତରେ ଯୋଗଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ…

କରୋନା ଯୋଦ୍ଧା ଅଙ୍ଗନବାଡି ଓ ଆଶା କର୍ମୀ ସମ୍ମାନିତ

ବୋରିଗୁମ୍ମା: ବୋରିଗୁମ୍ମା ସ୍ଥିତ ଡାକ ବଙ୍ଗଳା ଠାରେ କରୋନା ଯୋଦ୍ଧା ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ ତରଫରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ଶ୍ରୀତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ସେ…