ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଅର୍ଥେ ସାମ୍ବାଦିକ ସମ୍ମିଳନୀ
ଜୟପୁର: ଜୟପୁର ଠାରେ ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଅର୍ଥେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କାର୍ଯ୍ୟବାହ ଶ୍ରୀ ହରିଶ ଚନ୍ଦ୍ର ପରିଡା,କୋରାପୁଟ ଜିଲ୍ଲା ଅଭିଯାନ ପ୍ରମୁଖ ଦୁର୍ଯ୍ୟୋଧନ ମାଳି,ସହ ଅଭିଯାନ ଶ୍ରୀ ସୁଧାଂଶୁ…