Browsing Category

ରାଜ୍ୟ

ପୋଷଣ ଦୃଷ୍ଟିରୁ ମନୁଷ୍ୟ ଜୀବନରେ ପ୍ରଥମ ହଜାରେ ଦିନ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ମନୁଷ୍ୟ ଜୀବନର ପ୍ରଥମ ହଜାରେ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏଥିରେ କୌଣସି ପ୍ରକାରର ହେଳା କଲେ କୁ-ପୋଷଣର ଶୀକାର ହେବା ପ୍ରାୟତଃ ନିଶ୍ଚିତ ବୋଲି ୟୁନିସେଫର ପୁଷ୍ଟି ବିଶାରଦ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି । ରାଷ୍ଟ୍ରୀୟ ପୁଷ୍ଟି ପକ୍ଷ ପାଳନ ଅବସରରେ…

ମାସ୍କ ଓ ପିିପିିଇ କିଟ୍ ଦୁର୍ନୀତି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ କ୍ଲିନ୍ଚିଟ୍

ଭୁବନେଶ୍ୱର :ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି । ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର…

ଏପ୍ରିଲରେ ସର୍ବସାଧାରଣ ସ୍ଥାନରେ ପର୍ବପର୍ବାଣି ପାଳନ ଉପରେ କଟକଣା

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ଆଦି ପାଳନ ଉପରେ କଟକଣା ଲଗାଇଛନ୍ତି । ଏହି ପର୍ବ ସମୟରେ ମନ୍ଦିର ଓ ଗୀର୍ଜାରେ ଗହଳି ନ କରିବାକୁ…

ପିପିଲି ଉପନିର୍ବାଚନ : ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

- ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବି : ରୁଦ୍ର ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବୀନ ନିବାସ ଠାରେ ଏହି ଘୋଷଣା…

୧୦ ବଖରା ଜଳିଗଲା, ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଉଚ୍ଚଡ଼ିହା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରେ ନିଆଁ ଲାଗିବା ଫଳରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡରେ ୧୦ ବଖରା ଘର ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ…

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରୀ ଉଛେଦ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ତହସିଲ ଅଧିନସ୍ଥ ଚିଲିକା କୂଳ ହାଟବରଡି ପେଣ୍ଠ ଏରିଆରେ ଥିବା ୪୨ ଏକର ଜାଗାରୁ ବେଆଇନ ଚିଙ୍ଗୁଡ଼ି ଘେରୀ ଉଛେଦ କରିଛି ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଚିଲିକା ତହସିଲଦାର, ଫିସରି ଡିପାର୍ଟମେଣ୍ଟ, CDA,…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୫୯,୧୧୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୫୯,୧୧୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୫୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୬,୬୫୨ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ

ଭୁବନେଶ୍ୱର: କରୋନା ସମୟରେ ଉତ୍କଳ ଦିବସ ପାଳନ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସରକାରୀ ବୈଠକ ଏବଂ ଉତ୍ସବ ପାଳନରେ…

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

-ମମତା ଦିଦିଙ୍କ ଗୁଣ୍ଡାଙ୍କୁ ନେଇ ଭୟଭୀତ ନୁହଁନ୍ତି ପଶ୍ଚିମବଙ୍ଗ ଜନତା -ଧର୍ମେନ୍ଦ୍ର ପ୍ରଧାନ -ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ - ୧୦ ବର୍ଷ ଧରି ମମତା ଦିଦି ପଶ୍ଚିମବଙ୍ଗବାସୀଙ୍କ ସହ ଛଳନା କରୁଛନ୍ତି - ନନ୍ଦୀଗ୍ରାମ ଅପମାନର…

ଅପ୍ରେଲ ୧୫ ପର୍ଯ୍ୟନ୍ତ ଅଧିକାରୀ ମାନେ ହେଡ଼କ୍ୱାର୍ଟର ଛାଡିବା ମନା – ଜିଲ୍ଲାପାଳ

ଗଞ୍ଜାମ: ଗୁଜୁରାଟର ସୁରତରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।ସେଠାରେ ମହାମାରୀ ପ୍ରକୋପ ଯୋତେ ବଢୁଛି ଗଞ୍ଜାମ ପ୍ରତି ବିପଦ ସେତିକି ଘନେଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ଉପରେ ପ୍ରୟାସ ଆରମ୍ଭ କରିଥିଲେ ହେଁ କଡ଼ାକଡ଼ି କଟକଣା…