Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରତିବର୍ଷ ଜାନୁୟାରୀ ୨୩ ତାରିଖକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ସରକାରଙ୍କ ଘୋଷଣା
ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖଦିନ ପଡୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ଧୂମଧାମରେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ନେତାଜୀଙ୍କ ଦେଶ ପାଇଁ ନିଃସ୍ୱାର୍ଥପର ସେବା ଓ ଅଦମ୍ୟ ଉତ୍ସାହ ପ୍ରତି ସମ୍ମାନ ଜଣାଇ ଏହାର ସ୍ମରଣାର୍ଥେ ସରକାର ପ୍ରତିବର୍ଷ…
ଡଃ ଭି ଶାନ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉଚ୍ଚ ମାନର କର୍କଟ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡଃ ଭି ଶାନ୍ତା ସ୍ମରଣୀୟ ହୋଇ ରହିବେ । ଚେନ୍ନାଇର ଆଦ୍ୟାରସ୍ଥିତ…
ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିବ ନୀତି ଆୟୋଗ
ନୂଆଦିଲ୍ଲୀ: ନୀତି ଆୟୋଗ ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ର ଦ୍ୱିତୀୟ ସଂସ୍କରଣକୁ ୨୦ ଜାନୁଆରୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିବ । ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାରଙ୍କ ଦ୍ୱାରା ଏହି ସୂଚକାଙ୍କ ପ୍ରକାଶ ପାଇବାକୁ ଥିବାବେଳେ ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଜି ଉତ୍ତରପ୍ରଦେଶର 6ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିମନ୍ତେ ଆର୍ଥିକ ସହାୟତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତରପ୍ରଦେଶର ୬ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ 2ହଜାର 691କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଧାନ କରିବେ । ଆସନ୍ତାକାଲି ଦିନ 12ଟା ବେଳେ ଭିଡିଓ କନ୍ଫରେନ୍ସି ଜରିଆରେ ଏହି ସହାୟତା…
ଉପକୂଳ ପରେ ଫୋକସ୍ ରେ ପଶ୍ଚିମ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସ୍ ରେ ଏବେ ପଶ୍ଚିମ ଓଡ଼ିଶା । ଲକ୍ଡାଉନ୍ ପୂର୍ବରୁ ମା’ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ ବେଳେ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ପାଇଁ…
ବିଜେପିର ଅରୁଆ ବନାମ ବିଜେଡିର ଉଷୁନା : ବିବାଦ ମଧ୍ୟରେ ପିୟୁଷଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର
ଭୁବନେଶ୍ୱର: ଅରୁଆ, ଉଷୁନା ·ଉଳ ରାଜନୀତି ତେଜିବାରେ ଲାଗିଛି । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ର ସରକାରଙ୍କୁ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଗ୍ରହଣ କରିବାକୁ ଅନୁରୋଧ…
ଚୀନ୍ ଓ ଡବ୍ଲ୍ୟୁଏଚ୍ଓକୁ ଦାୟୀ କଲା ସ୍ୱତନ୍ତ୍ର ଯାଞ୍ଚ ଟିମ: ଏମାନଙ୍କ ଅବହେଳାରୁ ଚାଲିଗଲା ଲକ୍ଷ ଲକ୍ଷ ଜୀବନ
ବେଜିଂ: ଚୀନରେ ଉହାନରୁ ପୁରା ଦୁନିଆକୁ ବ୍ୟାପିଥିବା କରୋନା ମହାମାରୀ ସବୁକିଛି ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ଲକ୍ଷ ଲକ୍ଷ ଜୀବନ ଚାଲିଯାଇଛି । କୋଟି କୋଟି ଲୋକଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି । ଚୀନ ଚାହିଁଥିଲେ ଏହାକୁ ରୋକାଯାଇ ପାରିଥାନ୍ତା ବୋଲି କରୋନା ଭୂତାଣୁ ସମ୍ପର୍କରେ ଯାଞ୍ଚ…
ଭାରତର ଐତିହାସିକ ବିଜୟ ସହ ବ୍ରିସବେନ୍ ରେ ଉଡ଼ିଲା ତ୍ରିରଙ୍ଗା: ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ
-ନିଜ ମାଟିରେ ଧୂଳି ଚାଟିଲା କଙ୍ଗାରୁ ଟିମ୍
ବ୍ରିସବେନ୍: ଇତିହାସ ରଚିଲା ଭାରତ । ଚତୁର୍ଥ ତଥା ବ୍ରିସବେନ୍ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୩ ୱିକେଟ ସହ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଋଷଭ ପନ୍ଥଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ!-->!-->…
ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ
-ଆଟ୍ଲାଂଟିକ୍ କାଉନସିଲ୍ ଏନର୍ଜି ଫରୋମରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେରିକା ଏବଂ ଚୀନ ପରେ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ କେବଳ ଦେଶବାସୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ସ୍ୱଚ୍ଛ ଓ ସବୁଜ ଉର୍ଜାକୁ ସର୍ବାଧିକ ପ୍ରାଥମିକତା ଦେଉଅଛି…
ସ୍ୱାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ : ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମୁଖ୍ୟମନ୍ତ୍ରୀଙ୍କ…
-ଖୁବଶୀଘ୍ର ପୂରଣ ହେବ ୨ହଜାରରୁ ଅଧିକ ଡାକ୍ତର ପଦବୀ
-ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ହେବ ଏସ୍ସିବି ମେଡିକାଲ
-୯ ମେଡିକାଲ କଲେଜ ଓ ୫ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି । ରାଜ୍ୟବାସୀଙ୍କୁ…