Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୋଲୋରୋ ସହିତ ୧0 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ : ଜଣେ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଚିତ୍ରକୋଣ୍ଡା ପୁଲିସ ଦୁଇ କୁଇଣ୍ଟାଲ ତିନି କେଜି ଗଞ୍ଜେଇ ଏବଂ ଗୋଟିଏ ମହିନ୍ଦ୍ରା ବୋଲେରୋ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ନଗଦ ଟ.୩୨୦୦/-…
୧୬ ଘଂଟା ଧରି ପଡି ରହିଛି ଦୁଇଟି ମୃତଦେହ : ସଡ଼କ ଦୁର୍ଘଟଣାରେ ମୃତକ ଦ୍ୱୟଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦାବିରେ…
ସୁନ୍ଦରଗଡ଼: ୧୬ ଘଂଟା ଧରି ପଡି ରହିଛି ଦୁଇଟି ମୃତଦେହ । କ୍ଷତିପୂରଣ ଦାବିରେ ଦୁଇଟି ମୃତଦେହକୁ ପୋଲିସକୁ ହସ୍ତାନ୍ତର କରୁନାହାଁନ୍ତି ଗ୍ରାମବାସୀ । ଗତକାଲି ବୋଲେରୋ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦ୍ୱୟଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଜିଦ୍ ରେ ଅଡି…
ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ : ପଚଂଭୂତରେ ଲୀନ ହେଲେ ପ୍ରକାଶ
କଟକ: ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସକାଳେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଚଂଭୂତରେ ଲୀନ ହୋଇଛନ୍ତି ପ୍ରକାଶ । କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ମୃତ୍ୟୁ…
କାଳୀଜାଈ ପୀଠରେ ୧୪୪
ଖୋର୍ଦ୍ଧା: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ଆରାଧ୍ୟ ଦେବୀ କାଳୀଯାଇ ପୀଠରେ ଆଜି ମକର ସଂକ୍ରାନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । କରୋନା ସଂକ୍ରମଣକୁ ଏଡାଇବା ଓ ଭକ୍ତଙ୍କ ଭିଡ଼କୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧା ଜିଲ୍ଲା…
ଦକ୍ଷିଣ ଓଡ଼ିଶାରେ ପୋଙ୍ଗାଲ୍ ପର୍ବ ପାଳନ
ଜୟପୁର: ଦକ୍ଷିଣ ଓଡ଼ିଶାରେ ତେଲୁଗୁ ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ପୋଙ୍ଗାଲ ପର୍ବ । ବ୍ରହ୍ମପୁର, ଜୟପୁର, ରାୟଗଡ଼ା ଭଳି ଅଧିକ ସଂଖ୍ୟାରେ ତେଲୁଗୁ ଭାଷାଭାଷୀ ଲୋକେ ରହୁଥିବା ଅଂଚଳରେ ଏହି ପର୍ବକୁ ପାଳନ କରାଯାଇଛି । ଏଥି ସହିତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଏହି ପର୍ବକୁ ଆଡ଼ମ୍ବର ସହକାରେ…
ବୃଦ୍ଧାଶ୍ରମରେ ‘ମନ ମୋର କାଗଜ ଗୁଡ଼ି’ର ମକର ଉତ୍ସବ ପାଳନ
ଭୁବନେଶ୍ୱର: କାହା ମନରେ ଟିକେ ହସ, କାହା ମନରେ ଟିକେ ଖୁସି ଭରିଦେବା ଠାରୁ ଜୀବନରେ ଆଉ କ’ଣ ଅଧିକ ଅର୍ଜନ କରାଯାଇପାରେ । ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମନରେ ଟିକେ ଖୁସି ଭରିଦେବା ପାଇଁ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ପୁରା ଟିମ୍ ପହଞ୍ôଚଥିଲା ଭୁବନେଶ୍ୱର ଉପକଣ୍ଠ ‘ଆଶ୍ରୟ’…
କୋଭିଡ ଡ୍ରାଏରନ ତଦାରଖ କଲେ ଜିଲ୍ଲାପାଳ
ରାୟଗଡ: ଆସନ୍ତା ୧୬ ତାରିଖରେ ସାରା ଦେଶରେ ପ୍ରମୁଖ କୋଭିଡ ଯୋଦ୍ଧା ମାନଙ୍କୁ ଟୀକାକରଣ କରାଯିବ । ଏଥିନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ଟିକା ପଠାଇଛନ୍ତି । ଆମ ରୟାଗଡ଼ ଜିଲ୍ଲାକୁ ଗତ ରାତିରେ ପହଁଚିଛି । ଜିଲ୍ଲାକୁ ପ୍ରଥମ ଥର ପାଇଁ 5400ଡୋଜ ଟିକା ପଞ୍ଚିଛି । ଏହି…
ପିଲାଙ୍କୁ ଖାତା କଲମ ବାଣ୍ଟି ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ
ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ରଟିଙ୍ଗିଆ ପଞ୍ଚାୟତ ସାରଙ୍ଗଧରପୁର ଗ୍ରାମର ସମାଜସେବୀ ହୃଷିକେଶ ପ୍ରଧାନ କନ୍ଧମାଳଜିଲ୍ଲା ଅନ୍ତରଙ୍ଗର ଜିଲା ସଂପାଦକ ଭାବେ କାର୍ଯ୍ୟକରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ୍ କରିଛନ୍ତି । ନିଜର…
ନିଖୋଜ ଦୁଇ ସ୍କୁଲ ଛାତ୍ର ଉଦ୍ଧାର
ପିପିଲି: ପିପିଲି ଥାନା ହାଟସାହି ପଂଚାୟତ ଅନ୍ତର୍ଗତ କମଳାସାଗର ପାଟଣା ଗ୍ରାମର ନିଖୋଜ ଥିବା ଦୁଇ ନାବାଳକ ସ୍କୁଲ ଛାତ୍ର ଆଜି ସକାଳେ ଉଦ୍ଧାର ହୋଇଛନ୍ତି । ନିଖୋଜ ହେବାର ତିନିଦିନ ପରେ ପୋଲିସ ଉଦ୍ଧାର କରି ଦୁଇ ନାବାଳକଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଥିବା ପିପିଲି ପୋଲିସ ଏସଡିପିଓ…
ଜିଲ୍ଲାରେ କୃଷି ଉତ୍ପାଦକ ସଙ୍ଘ ଗଠନ ନିମନ୍ତେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ
ରାୟଗଡ: ରାୟଗଡ ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ସମ୍ଭବ୍ୟ ଉତ୍ପାଦନକୁ ଦୃଷ୍ଟିରେ ରଖି କୃଷକ ଉତ୍ପାଦକ ସଙ୍ଘ ଗଠନ କରାଯିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତରେ ଜିଲ୍ଲା ମିନିଟରିଂ କମିଟି ବୈଠକ ବସିଥିଲା ।
ଏହି ବୈଠକରେ ମୁଖ୍ୟତଃ…