Browsing Category

ରାଜ୍ୟ

ଦିଲ୍ଲୀରେ ହାହାକାର, ଶ୍ମଶାନରେ ଜାଗା ନାହିଁ : ପାର୍କରେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ଆତଙ୍କ ଜାରି ରହିଛି । ପ୍ରତିଦିନ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ସହିତ କରୋନା କବଳରେ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ପରିସ୍ଥିତି ଏତେ ବିଗିଡ଼ିଲାଣି ଯେ, ଶବକୁ ଜାଳିବା ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗିଛି । ଦିଲ୍ଲୀର…

ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟୁଇଟର ଆକାଉଂଟ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ପର୍ଯ୍ୟନ୍ତ ହେବା ନେଇ ଭାଇରାଲ ହୋଇଥିବା ଟୁଇଟ୍ ଫେକ୍ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କେହି ଜଣେ ଦୁର୍ବୃତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଂଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି…

କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ : କରୋନା ଭୟରେ ମୃତଦେହ ପାଖ ମାଡିଲେନି ସାହିପଡ଼ିଶା ଲୋକେ

ବୌଦ୍ଧ : କୁମ୍ଭମେଳାରୁ ଫେରିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ତେବେ କରୋନା ଭୟରେ ମୃତଦେହ ପାଖ ମାଡିନଥିଲେ ସାହିପଡ଼ିଶା ଲୋକେ । ଫଳରେ ଘର ସାମ୍ନାରେ ତାଙ୍କ ମୃତଦେହ ଗତକାଲି ରାତି ଠାରୁ ପଡି ରହିଥିଲା । ଖବର ପାଇ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୪୯,୬୯୧ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ୨୪ଘଂଟା ମଧ୍ୟରେ ୩,୪୯,୬୯୧ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨,୭୬୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୯,୬୦,୧୭୨ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ହିଞ୍ଜିଳିକାଟୁ ପୌରାଚଂଳର ଦୁଇ ସାହିକୁ ମିନି କଂଟେନମେଂଟ ଜୋନ୍ ଘୋଷଣା

-ଗଞ୍ଜାମ ଜିଲ୍ଲାରେ ନୂଆ ୧୩୪ କରୋନା ପଜିଟିଭ୍ ଚିହ୍ନଟ -ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଚଂଳ ଗୋପବନ୍ଧୁ ମାର୍ଗ (କେଉଟ ସାହି, ଥାନା ତୋଟା ସାହି)ରୁ ୧୫ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣକୁ ରୋକିବା ପାଇଁ…

ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ : ପୁରୀ ସହରରେ ସପ୍ତାହନ୍ତ ସଟ୍ ଡାଉନ୍ ର ପ୍ରଭାବ,…

ପୁରୀ : ଆଜି ଦ୍ୱିତୀୟ ଦିନରେ ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିନାହାଁନ୍ତି । କରୋନା କଟକଣା ଯୋଗୁଁ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି । କେବଳ ପାଳିଆ ସେବାୟତ ମାନେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରୁଛନ୍ତି । ବରାଦି…

ରାଜ୍ୟରେ ଗୋଟିଏ ଦିନରେ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ. ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୪୫୭

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୧୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୪୫୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୯୪୬୭ ରୋଗୀ ସୁସ୍ଥ ହୋଇ…

ଭ୍ୟାକ୍ସିନ୍-ଅକ୍ସିଜେନ୍ ରୁ ହଟିଲା କଷ୍ଟମ୍ ଡ୍ୟୁଟି

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ଉପକରଣ ଉପରୁ ହଟିଲା କଷ୍ଟମ୍ ଡ୍ୟୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍ ଭ୍ୟାକ୍ସିନ୍ ଉପରୁ ମଧ୍ୟ କଷ୍ଟମ୍ ଡ୍ୟୁଟି ହଟାଇଛନ୍ତି କେନ୍ଦ୍ର ସରକାର ।…

କରୋନା ଲହର ନୁହେଁ ସୁନାମୀ : ଅକ୍ସିଜେନ୍ ଯୋଗାଣରେ ବାଧାଦେଲେ ଫାଶୀ

ନୂଆଦିଲ୍ଲୀ: ଗୋଟିଏ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍ ଅଭାବରେ ଦିଲ୍ଲୀ ହସ୍ପିଟାଲଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଅକ୍ସିଜେନ୍ ଅଭାବ ନେଇ ଗୁହାରି କରୁଛନ୍ତି । ଏହା ମଧ୍ୟରେ ଅକ୍ସିଜେନ୍ ଅଭାବ…

ସଂକଟରେ ଜୀବନ : ଅମ୍ଳଜାନ ଅଭାବରୁ ଚାଲିଗଲା ୩୧ ପ୍ରାଣ

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଅକ୍ସିଜେନ ଅଭାବରୁ ଦିଲ୍ଲୀ ଓ ପଞ୍ଜାବରେ ୩୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତ ଓ ସେମାନେ ଅକ୍ସିଜେନ ସହାୟତାରେ ବଞ୍ଚି ରହିଥିଲେ । ଦେଶର ରାଜଧାନୀ…