Browsing Category

ରାଜ୍ୟ

ବିଜେପିର ବିଧାନସଭା ଘେରାଉ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଦଳୀୟ…

ଟୋପେ ପାଣି ପାଇଁ ଭେଜା ଗ୍ରାମବାସୀ ଡହଳବିକଳ

କୋରାପୁଟ: ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ଗ୍ରାମପଞ୍ଚାୟତ ଏଠାରେ ୧୫୦ ପରିବାରରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ପଞ୍ଚାୟତ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଟାୱାର ପାଇପ ସପ୍ଲାଏର ବ୍ୟବସ୍ଥା କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ଏହା…

ନାସା ତିଆରି କଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍

ମିସିସିପି: ଆମେରିକାର ମହାକାଶ ଏଜେନ୍ସି ନାସା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ତିଆରି କରିଛି । ଏହି ରକେଟର ଆନୁମାନିକ ବଜେଟ୍ ୧.୩୫ ଲକ୍ଷ କୋଟି । ସବୁଠାରୁ ପ୍ରଥମେ ଏହି ରକେଟର କୋର ଷ୍ଟେଜ୍ର ଟେଷ୍ଟିଂ କରାଯାଉଛି । ଏଥିପାଇଁ ଆମେରିକୀୟ ମହାକାଶ ଏଜେନ୍ସି ରକେଟର ଚାରିଆଡେ ଆରଏସଏସ ୨୫…

ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ

ଚଣ୍ଡୀଗଡ : ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାରରୁ ଉଦ୍ଧ୍ୱର୍ ମାମଲା ସାମ୍ନାକୁ ଆସିଛି । ପଞ୍ଜାବରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ମାର୍ଚ୍ଚ…

ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ : ଦୁଇ ଶହ ବର୍ଷର ପରମ୍ପରା ଭଙ୍ଗ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଶେଷ ପର୍ଯ୍ୟାୟରେ ନିଷ୍ପତି କ୍ରମେ ସ୍ଥଗିତ କରାଯାଇଛି । ବ୍ୟାପକ ପ୍ରସ୍ତୁତିମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଯାତ୍ରା ପାଇଁ ଶୁଭ ଖୁଂଟି ସ୍ଥାପନ କାର୍ଯ୍ୟକ୍ରମ ରହିଥିଲା, ତେବେ କରୋନା…

ସବୁ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ: ଅସନ୍ତୁଷ୍ଟ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର: ଶୁକ୍ରବାର ବି ସ୍ୱାଭାବିକ ଭାବେ ଚାଲିପାରିନି ଗୃହ । ପ୍ରଶ୍ନକାଳରେ ସବୁ ଠିକ୍ ଥିଲା ବେଳେ ଶୂନ୍ୟକାଳ ବେଳକୁ କିନ୍ତୁ ଗୃହ ଚାଲିପାରିନି । ଚାଷୀ ଧାନ କିଣା ପ୍ରସଙ୍ଗରେ ଯୋଗାଣମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ବିଜେପି ସନ୍ତୁଷ୍ଟ ହୋଇନାହିଁ । ଯାହାକୁ ନେଇ ବିଜେପି ଆଜି କକ୍ଷତ୍ୟାଗ…

ବିଗ୍ ବ୍ରେକିଂ : ଶ୍ୱାସରୁଦ୍ଧ ହୋଇ ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଂଚଳରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱେରେଜ କାମ ଚାଲୁଥିବା ବେଳେ ଏହି ଅଘଟଣା ଘଟିଛି । ମୃତକ ଦ୍ୱୟ ସ୍ୱେରେଜ କାମ କରୁଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର…

ଜରୁରୀ ସେବା ଡାଏଲ କରନ୍ତୁ ୧୧୨

ଭୁବନେଶ୍ୱର : ଏଣିକି ପୁଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଡାଏଲ କରିବାକୁ ପଡିବ । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍ସ ଜରିଆରେ ଆପଦକାଳୀନ ତ୍ୱରିତ ସହାୟତା ବ୍ୟବସ୍ଥା…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ବିଧାନସଭା ଘେରାଉ ଆଜି

-ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ବିଧାନସଭା ଘେରାଉ ଆଜି ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅପରାଧୀଙ୍କୁ ଗିରଫ ଏବଂ କେନ୍ଦ୍ରୀୟ ଯୋଜନାର ସଠିକ୍ କ୍ରିୟାନ୍ୱୟନ କରିବା ଦାବିରେ ଆସନ୍ତାକାଲି (ଶନିବାର) ବିଜେପି ବିଧାନସଭା ଘେରାଉ କରିବ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ…

ଆଜି ଓଡିଶା ଆସିବେ ରାଷ୍ଟ୍ରପତି

-ଆଜି ଓଡିଶା ଆସିବେ ରାଷ୍ଟ୍ରପତି ଭୁବନେଶ୍ୱର: ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ୨୧ ତାରିଖରେ ରାଷ୍ଟ୍ରପତି…