Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩୩ ଗୋଟି ସ୍କୁଲର ପ୍ରତିନିଧିଙ୍କୁ ସ୍ୱଚ୍ଛତା ତାଲିମ
ବୁଗୁଡା: “ସ୍ୱାସ୍ଥ୍ୟ ହେଉଛି ଅମୂଲ୍ୟ ସମ୍ପଦ”। ଯଦି ସ୍ୱାସ୍ଥ୍ୟ ଖରାପ ଅଛି ତେବେ ନା ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଦାନ ଦେଇ ପାରିବେ, ନା ଛାତ୍ରଛାତ୍ରୀ ଶିକ୍ଷା ଦାନ ଗ୍ରହଣ କରିପାରିବେ । ଏହି ବିଷୟକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବିଶୁଦ୍ଧ…
ପାଣି ଯୋଗାଣ ପାଇଁ ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଲା
ବୁଗୁଡା: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୧ ନଂ ୱାର୍ଡର ରଘୁନାଥ ସାହିକୁ ଦୁଇ ଦିନ ହେଲା ପାଇପ ପାଣି ଯାଉ ନଥିବା ଯୋଗୁ ସାହି ବାସିନ୍ଦା ଫେବୃୟାରୀ ୦୩ ତାରିଖ ଦିନ ବୁଗୁଡା ପୋଲସରା ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିବା ବେଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ…
ଦୁଇଟି ସ୍ଥାନରେ ଚାକିରୀ କରୁଛନ୍ତି ଜଣେ ବ୍ୟକ୍ତି
ବାରିପଦା: ବ୍ୟକ୍ତି ଜଣେ, ମାତ୍ର ଏକ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟାଳୟରେ ସମସ୍ତ ସରକାରୀ ନୀତି ନିୟମ ଓ ଆଇନ କାନୁନକୁ ଫୁ.. .. ମାରି ଚାକିରୀ କରୁଥିବାର ସୂଚନା ମିଳିଛି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଥିରେ ଶତ ପ୍ରତିଶତ ସତ୍ୟତା ରହିଛି । ବର୍ତମାନ ସମୟରେ ରାଜ୍ୟରେ…
ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା
କଲ୍ୟାଣ ସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଇ ୪ ର୍ଥ ସିଆରପିଏଫ ଯବାନ ପକ୍ଷରୁ କେମ୍ପ ପରିସରରେ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ୪ ର୍ଥ ସିଆରପିଏଫ ବାଟାଲିୟନର କମାଡେଣ୍ଟ ମୋନଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମକୁ…
ବିଶୃଙ୍ଖଳା ସୃଷ୍ଟି କରି ଫାଟକରେ ତାଲା ପକାଇଲେ ଗୋଶାଳା ଶ୍ରମିକ
-କ୍ଷୀର ନ ପାଇ ଫେରିଗଲେ ଗ୍ରାହକ
-ଥାନାରେ ଏତଲା ଦେଲେ ଗୋଶାଳା କର୍ତୁପକ୍ଷ
କଟକ: ଦରମା ନ ପାଇବାରୁ ଗୋଶାଳାର ଶ୍ରମିକ ଅଶାନ୍ତି ଦିନକୁଦିନ ବଢିବାରେ ଲାଗିଛି । ଦୁଇଦିନ ଆନ୍ଦୋଳନ ଓ ଧାରଣା ପରେ ବୁଧବାର ଦିନ ଗୋଶାଳାର ମୁଖ୍ୟ ଫାଟକକୁ ଶ୍ରମିକମାନେ ତାଲା ପକାଇ ଦେଇଥିଲେ । ଫଳରେ…
ତହସିଲ ଅଫିସରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା
ବିନିକା: ଡ଼ୁଙ୍ଗୁରିପାଲି ବ୍ଲକ୍ ଏସ. ରାମପୁର ତହସିଲ ଅଫିସରେ ତାଲା ପକାଇ ଧାରଣା ଦେଇଛନ୍ତି ଗ୍ରାମବାସୀ । ଜବର ଦଖଲ ଉଚ୍ଛେଦ ଦାବିରେ ତାଲା ପକାଇ ଗ୍ରାମବାସୀ ପ୍ରତିବାଦ ଜଣାଇଛନ୍ତି । ଫଳରେ ଅଫିସ ଭିତରକୁ ଯାଇ ପାରିନଥିଲେ ତହସିଲ କାର୍ଯ୍ୟାଳୟର କର୍ମଚାରୀ । ଆଇନ ଶୃଙ୍ଖଳା ପରିସ୍ଥିତିକୁ…
ଲୁଟ୍ ମାମଲାରେ ଫେରାର୍ ଦୁଇ ଅଭିଯୁକ୍ତ ଗିରଫ
ଗଞ୍ଜାମ: ଗତ ବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ହୋଇଥିବା ଲୁଟ୍ ମାମଲାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କୁ ଗତକାଲି ରାତିରେ ବ୍ରହ୍ମପୁର ବଡ ବଜାର ଥାନା ଅଂଚଳରୁ…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଶିଶୁକନ୍ୟା ମୃତ, ୪ ଗୁରୁତର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗଣିଆ ନାଳ ଛକରେ ମା ଖେମୁଣ୍ଡି କାଳୁଆ ଫାଟକ ନିକଟରେ ଗତକାଲି ରାତିରେ ଦୁଇ ବାଇକ୍ ମୁହାଁମୁହୌିଁ ଧକ୍କା ହେବା ଫଳରେ ଏକ ଦେଢ଼ ବର୍ଷିୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି । ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଶିଶୁକନ୍ୟା…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୦୩୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୦୩୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୭୭,୨୮୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି । ପତ୍ରପୁରରେ ଏଟିଏମ୍ ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍ ହୋଇଛି । ଏହିପରି ମୋଟ୍ ୪୨ ଲକ୍ଷ ୮୨ ହଜାର ୫୦୦…