Browsing Category

ରାଜ୍ୟ

ସ୍ୱାମୀର ଚିକିତ୍ସା ପାଇଁ ତହସିଲଦାରଙ୍କ ନିକଟରେ ସ୍ତ୍ରୀ ର ଆକୁଳ ନିବେଦନ

କନ୍ଧମାଳ: ସବୁଠି ନିରାଶ ହେବା ପରେ ଏବେ ରୋଗୀଣା ସ୍ୱାମୀର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ ରଶ୍ମିତା । ରାଜ୍ୟର ପ୍ରମୁଖ ତିନୋଟି ବଡ଼ ଡାକ୍ତରଖାନାରେ ସ୍ୱାମୀଙ୍କ ଚିକିତ୍ସା କରାଇଛନ୍ତି । ପ୍ରଥମେ ବ୍ରହ୍ମପୁର ଏବଂ କଟକ ବଡ଼ ମେଡିକାଲ ସମେତ ବୁର୍ଲା ମେଡିକାଲକୁ ନେଇ ସ୍ୱାମୀଙ୍କ…

ପିସିଆର୍ ଭ୍ୟାନ୍ – ଟ୍ରକ୍ ଧକ୍କା : ପାରାଦ୍ୱୀପ- ଚଣ୍ଡିଖୋଲ ଓ କଟକ-ପାରାଦ୍ୱୀପ ରାସ୍ତାରେ ତିନି ଘଂଟାରୁ…

ପାରାଦ୍ୱୀପ: ପାରାଦ୍ୱୀପ ଦୋଛକି ଠାରେ ଆଜି ମଧ୍ୟାହ୍ନ ସମୟରେ ପୋଲିସର ଚେକିଂ ବେଳେ ଏକ କୋଇଲା ବୋଝେଇ ଟ୍ରକର ଡ୍ରାଇଭର ହଡ଼ ବଡେଇ ଯାଇ ଭାରସାମ୍ୟ ହରାଇ ପିସିଆର୍ ଭ୍ୟାନ୍ ପଛରେ ଧକ୍କା ଦେବା ସହ ସେଠାରେ ଥିବା ଏକ ବାଇକ୍ ଉପରେ ଚଢ଼ାଇ ଦେଇଥିଲା । ଫଳରେ ପାରାଦ୍ୱୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ଓ…

କ୍ୟାନସର୍ ରୋଗୀଙ୍କ ପାଇଁ ଆଶ୍ୱସ୍ତି : ଆସନ୍ତା କାଲିଠୁ ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର –…

କଟକ: ରାଜ୍ୟର ସମସ୍ତ କ୍ୟାନସର୍ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆଣିଛନ୍ତି ହାଇକୋର୍ଟ । ଯାହାଦ୍ୱାରା ପେଟ୍ ସିଟି ସ୍କାନ ପାଇଁ ଖର୍ଚ୍ଚାନ୍ତ ହେଉଥିବା ରୋଗୀ ଏଥିରୁ ମୁକ୍ତି ପାଇବେ । ଆସନ୍ତା କାଲିଠାରୁ କ୍ୟାନସର ରୋଗୀଙ୍କ ସବୁ ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ରାଜ୍ୟ…

ରଥଯାତ୍ରା ପାଇଁ ତାମିଲନାଡ଼ୁରୁ ଆସିବ ୧ କ୍ୱିଂଟାଲ୍ ଚନ୍ଦନ କାଠ – ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ତାମିଲନାଡ଼ୁରୁ ଆସିବ ୧ କ୍ୱିଂଟାଲ୍ ଚନ୍ଦନ କାଠ । ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡ଼ିପାର୍ଟମେଂଟ ଏହି ଚନ୍ଦନ କାଠ ଯୋଗାଇବ । ୧୦ କ୍ୱିଂଟାଲ୍ ଚନ୍ଦନ କାଠ ମଗାଯାଇଥିବା ବେଳେ ୧ କ୍ୱିଂଟାଲ ମିଳିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଅଜୟ ଜେନା ।

ଗଜପତିରେ ପୁଣି ୮ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପୁଣି ଗତକାଲି ବେଆଇନ ଭାବେ ଚାଷ କରାଯାଇଥିବା ୮ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ…

ନାଗପୁରର ଗୋ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରର ନୀରିକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ନାଗପୁର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନାଗପୁରର ଦେବଲାପାର ସ୍ଥିତ ଗୋ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରକୁ ଯାଇ ନୀରିକ୍ଷଣ କରିବା ସହ ସେଠାରେ ଚାଲିଥିବା ପଂଚଗବ୍ୟ ପ୍ରଶିକ୍ଷକ୍ଷ ବର୍ଗରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୦,୦୬୪ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୦,୦୬୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୩୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୭୧,୭୭୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଚୀନ୍ ର ନୂଆ ଷଡ଼ଯନ୍ତ୍ର: ଅରୁଣାଚଳରେ ତିଆରି କରୁଛି ଗାଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନାର ଆଉ ଏକ ସାଂଘାତିକ ଷଡ଼ଯନ୍ତ୍ର । ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହୁଥିବା ଚାଇନା ଏବେ ସେଠାରେ ଅନୁପ୍ରବେଶ କରିଛି । ଖାଲି ଅନୁପ୍ରବେଶ କରିନାହିଁ, ବରଂ ଅରୁଣାଚଳରେ ଚାଇନା ପକ୍ଷରୁ ଗାଁ ମଧ୍ୟ ତିଆରି କରାଯାଉଛି । ଏହି ଗାଁରେ ପ୍ରାୟ ୧୦୧ଟି ଘର ରହିଛି ।…

ଶିଶୁ ବିକ୍ରୀ ଘଟଣା, ମା କୋଳ କୁ ଫେରିଲା ଶିଶୁ

ମାଲକାନଗିରି: ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା । ବିକ୍ରି ଶିଶୁକୁ ଉଦ୍ଧାର କରି ଶିଶୁ ସୁରକ୍ଷା ବିଭାଗ ମା’ଙ୍କୁ କଲା ହସ୍ତାନ୍ତର । ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ନିଜ ଜନ୍ମ କଲା ପୁଅକୁ ବିକ୍ରି କରିଥିବା ନିଜେ ପଶ୍ଚାତାପ କରି ଆତ୍ମହାତ୍ୟା କରିଥିଲେ । ଜିଲ୍ଲାରେ ଚାଞ୍ଚଲ୍ୟ…

ସେନାର ବଡ଼ ପଦବୀରେ ଓଡିଆ ପୁଅ : ଚଣ୍ଡି ପ୍ରସାଦ ମହାନ୍ତି ହେବେ ୪୨ତମ ଭାଇସ୍ ଚିଫ

ଭୁବନେଶ୍ୱର: ମୋଦୀ ସରକାର ଅମଳରେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡିଆପୁଅଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଆର୍ବିଆଇ ଗଭର୍ଣ୍ଣର ପଦରେ ହୁଅନ୍ତୁ କି ସିଏଜି ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଆସୀନ ଅଛନ୍ତି ଓଡିଆ ପୁଅ । ଏବେ ପୁଣି ଆଉ ଜଣେ ଓଡିଆଙ୍କୁ ସେନାର ବଡ ପଦବୀରେ ନିଯୁକ୍ତ…