Browsing Category

ରାଜ୍ୟ

ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ମା ତାରିଣୀ ମନ୍ଦିର

ଘଟଗାଁ: ପ୍ରତୀକ୍ଷାର ଅନ୍ତ ଘଟିଛି । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଆଜି ସକାଳ ଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ୯ଟା ପ୍ରଥମେ ପୂଜକ ମାନଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନର ସୁଯୋଗ ମିଳିଥିଲା । ଭକ୍ତ ମାନେ ସାନିଟାଇଜ୍ ହୋଇ…

ମରଣାନ୍ତକ ଆକ୍ରମଣ, ୪ ଲକ୍ଷ ଲୁଟିନେଲେ: ଗୁରୁତର ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତି

ନବରଙ୍ଗପୁର: ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଲୁଟି ଚମ୍ପଟ୍ ମାରିଛନ୍ତି ଦୁର୍ବୃତ । ବାଇକ୍ ରେ ଚଚ୍ଚାରୁ କଂଗ୍ରା ବଜାର ଯିବା ବାଟରେ ବ୍ୟବସାୟୀ ଜଣକ ଏଭଳି ମରଣାନ୍ତକ ଆକ୍ରମଣ ଓ ଲୁଟ୍ ର ଶିକାର ହୋଇଛନ୍ତି । ଚକଲାପଦର ଘାଟି ନିକଟରେ ତିନି ଜଣ…

ନିଆଁ ଲାଗି ୪୦ ବସ୍ତା ଧାନ ପୋଡି ନଷ୍ଟ

ମାଲକାନଗିରି: ପଡିଆ ବ୍ଳକ ଅନ୍ତର୍ଗତ ଗୁଟାଗୁଡା ଗ୍ରାମ ନିକଟରେ ଜଣେ ଲୋକଙ୍କ ଚାଷ ଜମିରେ ନିଆଁ ଲାଗି ପ୍ରାୟ ୪୦ ବସ୍ତା ଧାନ ପୋଡି ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ଅପରାହ୍ନ ରେ ପଡିଆ ଗ୍ରାମର ମୁଗୁଳା ଶ୍ରୀନୁ ଙ୍କ ଧାନ ଖଳା ରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ନିଆଁ…

ଲୋକଙ୍କୁ ସେବା ଯୋଗାଉଛି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ହେଲେ ନାଁ ନେଉଛି ଅନ୍ୟ କେହି

ମାଲକାନଗିରି: ମାଲକାନଗିରି ଜିଲା କୁଡୁମୁଳୁଗୁମା ବ୍ଲକ ରୁ ଚିତ୍ରକୋଣ୍ଡାକୁ ନୁଆ କରି ବ୍ଲକ ସ୍ଥାନାନ୍ତର ହେବାର ଇତି ମଧ୍ୟରେ ତିନି ବର୍ଷ ହେବ ବିତି ଯାଇଥିଲେ ମଧ୍ୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତ ଜନସାଧାରଣ ସେବା ପାଇଆସୁଥିଲେ ସୁଧା…

କେୱାଡିଆ ଆଜି ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳଭାବେ ଆତ୍ମପ୍ରକାଶ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢତାର ସହ କହିଛନ୍ତି ଯେ ଗୁଜରାଟର କେୱାଡିଆ ଆଉ ଏକ ଦୂରଦୂରାନ୍ତ ଅଗମ୍ୟ ଅଂଚଳ ହୋଇରହିନାହିଁ । ଏହା ଏବେ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । କେୱାଡିଆକୁ ଆଜି ଦେଶର ବିଭିନ୍ନ ଅଂଚଳରୁ ୮ଟି ଟ୍ରେନ ଚଳାଚଳର…

ଷ୍ଟାଚ୍ୟୁ ଅଫ ୟୁନିଟକୁ ସିଧା ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚ୍ୟୁ ଅଫ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ…

ରାଜ୍ୟରେ ଆଉ ୧୩୪ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର ୧୮।୦୧: ରାଜ୍ୟରେ ଏବେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମି ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୪୪୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ…

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୧୮।୦୧: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

କୋରାପୁଟ ଟାଉନ ଥାନା ପୁଲିସକୁ ବଡ ସଫଳତା

କୋରାପୁଟ: କୋରାପୁଟ ସହରରେ ଗତ କିଛିଦିନ ହେବ ବଢି ଚାଲିଥିବା ଚୋରି ଓ ଡକାୟତିର ମୁଖ୍ୟ ଅଭିଯୁକ୍ତ ଟିକିରା ସାହିର କାର୍ତ୍ତିକ ଖିଲ ଓ ପୁରୁଣା କୋରାପୁଟରେ ରହୁଥିବା ତାର ସହଯୋଗୀ ଆଦିତ୍ୟ ଖରାକୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି । ଏସଡିପିଓ ଗୁଣନିଧି ମଲ୍ଲିକଙ୍କ କହିବାନୁଯାୟୀ ଗତ ଦୁଇ…

ଆଜି ଉଦ୍ଘାଟିତ ହେବ ସଡକ ସୁରକ୍ଷା ମାସ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଭାରତରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଆଜି ଜାତୀୟ ସଡକ ସୁରକ୍ଷା ମାସ ମହୋତ୍ସବ ଉଦ୍ଘାଟିତ ହେବାକୁ ଯାଉଛି । ବିଜ୍ଞାନ ଭବନଠାରେ ଆସନ୍ତାକାଲି ଏହି ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି ।…