Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଇଣ୍ଟରନ୍ୟାସନାଲ୍ ଫ୍ୟାକ୍ଟ ଚେକିଂ ନେଟ୍ୱର୍କକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ: ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏ ନେଇ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ,…
୫.୬୨ଲକ୍ଷ ଭାରତୀୟଙ୍କ ଫେସବୁକ୍ ଡାଟା ଚୋରି
କେମ୍ବ୍ରିଜ୍ ଆନାଲିଟିକା ନାଁରେ ମାମଲା
ନୂଆଦିଲ୍ଲୀ: ଭାରତରେ ୫.୬୨ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ । ୨୦୧୮ ମସିହାରେ ଏହାର ପ୍ରାରମ୍ଭିକ…
ପରାକ୍ରମ ଦିବସ: କୋଲକାତାରେ ମୋଦୀ-କଟକରେ ନବୀନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶନିବାର କୋଲକାତାରେ "ପରାକ୍ରମ ଦିବସ' ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ଚାଲିବ ।…
ଏଣିକି ସପ୍ତାହକୁ ୩ ଦିନ ଟିକାଦାନ
ଭୁବନେଶ୍ୱର: ଏଣିକି ସପ୍ତାହକୁ ୩ ଦିନ ହେବ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି…
କରୋନା ସତ୍ତେ୍ୱ ୫୫% ଅଧିକ ରପ୍ତାନି
ଭୁବନେଶ୍ୱର: କରୋନା ମହାମାରୀ ସତ୍ତେ୍ୱ ଓଡ଼ିଶା ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିପାରିଛି । ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରାଜ୍ୟ ନିଜର ରପ୍ତାନିରେ ୫୫ ପ୍ରତିଶତ ବୃଦ୍ଧି କରିପାରିଛି । ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଓଡ଼ିଶାର ରପ୍ତାନିକାରୀଙ୍କ ପାଇଁ ଏହା ଏକ…
ସୀମାନ୍ତରେ ଜଣେ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ବୋଲପୋଛା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜି ସର୍ଚ୍ଚ ଅପେରସନରେ ଯାଇଥିବା ସିଆରପିଏଫ ଯବାନ ମାନେ ଜଣେ ମାଓବାଦୀକୁ ଗିରଫ କରିବା ସହ ତା ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି…
ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଚାଷୀ, ଉଜୁଡ଼ା କ୍ଷେତ ଦେଖେଇଲେ
ବାରିପଦା: ହାତୀ ଉପଦ୍ରବ ନେଇ ଲୋକଙ୍କ ରୋଷର ଶିକାର ହେବାକୁ ପଡିଛି ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ । ଆଜି ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ତାଟୋ ଠାରେ ହାତୀ ଉପଦ୍ରବ ପ୍ରତିବାଦରେ ଶତାଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହିବାଟ ଦେଇ ସ୍ଥାନୀୟ…
କେଲୁଅ ନଦୀର ରମାପୁର ଠାରେ ମନୁଷ୍ୟକୃତ ଘାଇ ଅଭିଯୋଗ ଘଟଣା : ଘଟଣାସ୍ଥଳରେ ପହଂଚିଲେ ଭିଜିଲାନ୍ସର ୫ ଜଣିଆ ଟିମ୍
ଯାଜପୁର: ବ୍ରାହ୍ମଣୀର ଶାଖା ନଦୀ କେଲୁଅ ନଦୀର ରମାପୁର ଠାରେ ମନୁଷ୍ୟକୃତ ଘାଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସର ୫ ଜଣିଆ ଟିମ୍ ଆଜି ଘଟଣାସ୍ଥଳରେ ପହଂଚିଛି । ଭିଜିଲାନ୍ସ ଅତିରିକ୍ତ ଏସପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଏହି ଟିମ୍ ଗସ୍ତ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଯାଜପୁର…
ରାଜ୍ୟକୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୦ ହଜାର କୋଟି ଅନୁଦାନ ମିଳୁ – କଂଗ୍ରେସ
ଭୁବନେଶ୍ୱର: ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ସଂସଦରେ ୧ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି…
ଏ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା ସ୍କୁଲରେ ପରୀକ୍ଷା ଦେବେ
ଭୁବନେଶ୍ୱର: ଏ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜେ ପଢ଼ୁଥିବା ସ୍କୁଲରେ ପରୀକ୍ଷା ଦେବେ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ନିରୀକ୍ଷଣରେ ଅନ୍ୟ ସ୍କୁଲର ଶିକ୍ଷକ ରହିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।…