Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଞ୍ଚଳିକ ଦଳ ଭାବେ ବିଜେଡି ଅଧିକ ପସନ୍ଦ
ଭୁବନେଶ୍ୱର: ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ (ବିଜେଡି) ଅଧିକ ପସନ୍ଦ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାଯାଇଛି । କରୋନା କାଳରେ ବିଜେଡିକୁ ମିଳିଛି ୨୮ କୋଟିରୁ ଅଧିକ ଟଙ୍କାର ରାଜନୈତିକି ଚାନ୍ଦା । ୨୦୧୯-୨୦ ଆର୍ଥିକ ବର୍ଷରେ ବିଜୁ ଜନତା ଦଳକୁ ମିଳିଛି ୨୮.୨ କୋଟି ଟଙ୍କାର…
ଫୋକସରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା
ଜାତୀୟ ଚିଲିକା ପକ୍ଷୀଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡିଓ…
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇସିଙ୍ଗ ପଞ୍ଚାୟତରେ ଏହିବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି ଖୋଲିଲା
କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଙ୍ଗ ପଞ୍ଚୟତରେ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଥମ ମାଣ୍ଡିଆମଣ୍ଡିର ଶୁଭାରମ୍ଭ କରାଗଲା । କୋରାପୁଟ ଜିଲ୍ଲାରେ ୨୦୧୭ ମସିହାରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣା ଯାଉଛି । ପୂର୍ବେ ଚାଷୀ ମାନେ କମ ଦରରେ ମାଣ୍ଡିଆ ବିକ୍ରୀ କରୁଥିଲେ ଯାହାକୁ…
ନିଲମ୍ବିତ ହେଲେ କମର୍ଦ୍ଦା ଥାନାର ASI ଭକ୍ତହରି ପଟ୍ଟନାୟକ
ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍ଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍ପି ସୁଧାଂଶୁ ଶେଖର ମିଶ୍ର ଏହି…
କୋରାପୁଟ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ
କୋରାପୁଟ: ଓଡିଶା ସରକାର ଶିକ୍ଷାର ଉନ୍ନତି କରଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛନ୍ତି । କୋରାପୁଟ ଏକ ଆଦିବାସୀ ଅଂଚଳ ହେଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସ୍କୁଲକୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସମସ୍ତ ସହଯୋଗର ହାତ ବଢ଼ାଇ…
ମୁଖ୍ୟମନ୍ତ୍ରୀ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶର ଦାୟିତ୍ୱ ନେଇଛନ୍ତି : ବ୍ୟୋମକେଶ
ହରସିଂହପୁର ପଞ୍ଚାୟତରେ ବିଜେଡିର ମିଶ୍ରଣପର୍ବ
ତିହିଡ଼ି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ ହରସିଂହପୁର ପଞ୍ଚାୟତ ପକ୍ଷରୁ ଏକ ମିଶ୍ରଣ ପର୍ବ ଜାନୁଆରୀ ୭ ତାରିଖ ସନ୍ଧ୍ୟାରେ ପୀରାହାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାମନବିନ୍ଧା ସରପଞ୍ଚ ଅମର…
୩ଟି ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା ଶୌଚାଳୟ ଓ ସୌରଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ସହିତ ଷ୍ଟ୍ରିଟ୍ଲାଇଟ୍ ପ୍ରକଳ୍ପର ଜାନୁଆରୀ ୭ ତାରିଖରେ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକୁ ସାଂସଦ ମଞ୍ଜୁଲତା ମଣ୍ଡଳ…
ତିହିଡ଼ି ବଜାରରେ ଭୟାବହ ଅଗ୍ନିକାଣ୍ଡ
ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅଧିନ ତିହିଡ଼ି ବଜାରରେ ଜାନୁଆରୀ ୭ ତାରିଖ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ଟି ଦୋକାନ ଗୃହ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି ପୋଡ଼ି ଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡରେ ଶ୍ରୀକ୍ରିଷ୍ଣା ଗୁପ୍ତା ଓ କୁନାଲ…
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତାଇବା କମାଣ୍ଡର ଜାକି ଉର ରେହମାନ ଲାଖଭିଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡ
ଇସଲାମାବାଦ: ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କୀ ସଂଗଠନ ଲସ୍କର ଏ ତୋଇବାର ମୁଖ୍ୟ ଜକି-ଉର-ରେହମାନ ଲଖଭିଙ୍କୁ ୧୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛି । ଲଖଭି ଉପରେ ଜରିମାନା ମଧ୍ୟ ଲଗାଯାଇଛି । ଲାହୋରର ଏହି ଅଦାଲତ ଆତଙ୍କୀ…
ଭାରତ-ଅଷ୍ଟ୍ରେଲିଆ ସିଡ୍ନୀ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନରେ ଅଲଆଉଟ, ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା…
ସିଡ୍ନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୯୬ ରନ୍ ସଂଗ୍ରହ କରିଥିଲା । ଦୁଇ ଦିନର ଖେଳ ପରେ ମ୍ୟାଚ୍ ସମାନ…